🌄ଅଜିର ଖବର,, ୦୭-ମଇ-୨୦୨୨/ଶନିବାର,

 🌄ଅଜିର ଖବର,, ୦୭-ମଇ-୨୦୨୨/ଶନିବାର,

•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•


 



୧-ଶେଷ ଓଭରରେ ସାମ୍ସଙ୍କ ଚମତ୍କାର ବୋଲିଂ ବଳରେ ଜିତିଲା ମୁମ୍ୱାଇ ଇଣ୍ଡିଆନ୍ସ, ଗୁଜରାଟ ଟାଇଟନ୍ସକୁ ୫ ରନରେ ହରାଇଲା ।


୨-ନେପାଳର ମାଉଣ୍ଟ କାଞ୍ଚନଜଙ୍ଗାର ଶିଖରକୁ ଆରୋହଣ କରୁଥିବା ବେଳେ ଜଣେ ୫୨ ବର୍ଷୀୟ ଭାରତୀୟ ପର୍ବତାରୋହୀଙ୍କର ମୃତ୍ୟୁ ଘଟିଛି। 


୩-“ସମ୍ଭାବ୍ୟ ବାତ୍ୟା ସରିବା ପରେ ଏ ବର୍ଷ ମୌସୁମି ଆସିବା ନେଇ ମିଳିବ ସ୍ପଷ୍ଟ ସୂଚନା” କହିଲେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଡଃ ଏଚ. ଆର. ବିଶ୍ୱାସ ।


୪-ହେମଗିର ଗଳିତ ଶବ ଉଦ୍ଧାର ଘଟଣା: ଘଟଣାସ୍ଥଳକୁ ପୁଣି ଗଲା ପୁଲିସ, ସନ୍ଦିଗ୍ଧ ପ୍ଲାଷ୍ଟିକ୍ ମଶିଣାରୁ ମିଳିଲା ଅନେକ ତଥ୍ୟ। 


୫-ଚୀନରେ କରୋନାର ଦ୍ରୁତ ସଂକ୍ରମଣ ଜାରି: ସ୍ଥଗିତ ରହିଲା ଏସିଆନ ଗେମ୍ସ, ଏବେବି ଅନେକ ସହର ଲକଡାଉନ ।


୬-ଏସପି ନେତା ଆଜମ ଖାନଙ୍କୁ ଜାମିନରେ ବିଳମ୍ବ: ସୁପ୍ରିମ୍‌କୋର୍ଟ କହିଲେ ‘ନ୍ୟାୟର ଉପହାସ’ ।


୭-ରିଲାଏନ୍ସ ଜିଓ ଇନ୍ଫୋକମ ଲିମିଟେଡ଼ର ଚତୁର୍ଥ ତ୍ରୟମାସ ଲାଭ ୨୪% ବୃଦ୍ଧି ସହ ୪୧୭୩ କୋଟି ଟଙ୍କା ।


୮-ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ହିଜବୁଲ କମାଣ୍ଡର ଅସରଫ ମୌଲବୀ ସହ ୩ ଆତଙ୍କୀ ନିହତ  ।


୯-ରାଜ୍ୟ ସରକାରଙ୍କ ବାତ୍ୟା ପ୍ରସ୍ତୁତି, ଆଜି ମୁତୟନ ହେବେ ଏନଡିଆରଏଫ ଏବଂ ଓଡ୍ରାଫ ଟିମ ।


୧୦-ପିଲା ନାଚିବାରୁ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟତ୍ରୀ । ଗଞ୍ଜାମ ଶେରଗଡ଼ରେ ସ୍ମାର୍ଟକ୍ଲାସରେ ଡ୍ୟାନ୍ସିଂ ଭିଡିଓ ଭାଇରାଲ ଘଟଣାରେ କାର୍ଯ୍ୟାନୁଷ୍ଠାନ ।


୧୧-୨୦୨୩ ପଦ୍ମ ପୁରସ୍କାର ପାଇଁ ଆସନ୍ତା ସେପ୍ଟେମ୍ବର ମାସ ୧୫ତାରିଖ ପର୍ଯ୍ୟନ୍ତ ମନୋନୟନ ପତ୍ର ଦାଖଲ ।


୧୨-୮ ସନ୍ଧ୍ୟା ସୁଦ୍ଧା ଘୂର୍ଣ୍ଣି ବାତ୍ୟା: ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।


୧୩-ଅଣପଞ୍ଜିକୃତ ଲୋନ୍ ଆପ୍ ମାଧ୍ୟମରେ ଠକେଇ ଘଟଣା: ଉତ୍ତରପ୍ରଦେଶରୁ ଆଇଡବ୍ଲୁଟିର ମାଲିକ ଗିରଫ ।


୧୪-ସମ୍ଭାବ୍ୟ ବାତ୍ୟା ନେଇ ଏସ୍‌ଆର୍‌ସିଙ୍କ ପ୍ରସ୍ତୁତି: ‘୧୮ ଜିଲ୍ଲା,୩ ମହାନଗର ସଜାଗ ରୁହନ୍ତୁ’ ।


୧୫-ବନ୍ଧା ହେଲେ କୁବେର ପ୍ରାଣୀଧନ ନିରୀକ୍ଷକ : ଆୟଠାରୁ ୩୬୫% ଅଧିକ ସମ୍ପତ୍ତି ଠାବ। 


୧୬-ଯୋଗ୍ୟତା ଆଧାରରେ କଂଗ୍ରେସରେ ପ୍ରାର୍ଥୀଙ୍କୁ ମିଳିବ ଟିକେଟ୍: ରାହୁଲ ଗାନ୍ଧୀ ।


୧୭-ସୁରକ୍ଷା ଏଜେନ୍ସିର ବଡ଼ ଖୁଲାସା; ଗିରଫ ୪ ଖଲିସ୍ତାନୀ ଆତଙ୍କବାଦୀଙ୍କ ପାଖକୁ ପାକିସ୍ତାନରୁ ଡ୍ରୋନରେ ଆସୁଥିଲା ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ।


୧୮-ଜିନପିଙ୍ଗ ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ ଚୀନର ସବୁ ସରକାରୀ ସଂସ୍ଥାରୁ ହଟିବ ବିଦେଶୀ କମ୍ପ୍ୟୁଟର ।

0 Comments